
ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ
ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍ଡବ୍ଲୁ କାର୍ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପୋଲିସ୍ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍କୁ ତର୍ଜମା କରିବା ପରେ ପୋଲିସ୍ ଆଦାଲତରେ କହିଛି ଯେ, ଶିବସେନା ନେତାଙ୍କ ୨୪ ବର୍ଷୀୟ ପୁଅ ରବିବାର ଦୁର୍ଘଟଣା ସମୟରେ କେବଳ ମହିଳାଙ୍କ ସ୍କୁଟି ଧକ୍କା ମାରିନାହାନ୍ତି ବରଂ ତାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । ଏଥି ସହିତ ମହିଳାଙ୍କ ଉପରେ ସେ ଦୁଇଥର ଗାଡ଼ି ମଧ୍ୟ ଚଢ଼ାଇଥିବା […] The post ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ appeared first on Dharitri Odia News.
