
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ
ପୁରୀ,୮ା୭(ଅଜିତ୍ କୁମାର ମହାନ୍ତି): ଘୋଷଯାତ୍ରାରେ ରବିବାର କିଛି ବାଟ ଗଡ଼ି ପୁରୀ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତିନିରଥକୁ ଲକ୍ଷାଧିକ ଭକ୍ତ ଅତି ଆନନ୍ଦ ଓ ଉତ୍ସାହର ସହିତ ଟାଣିନେଇଥିଲେ। ଏହାପରେ ଶରଧାବାଲିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ପ୍ରବଳ ଗହଳି ଲାଗିଛି। ମଙ୍ଗଳବାର ଶ୍ରୀବିଗ୍ରହଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ସେହିପରି ବୁଧବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବା ସହ ଆଡ଼ପ […] The post ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ appeared first on Dharitri Odia News.
