
ଛେନାପୋଡ଼, ଆରିସା ପିଠାକୁ ନେଇ ବିଭ୍ରାନ୍ତ ତଥ୍ୟ
ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପରିଚୟ ବହନ କରୁଥିବା ଅନେକ ଜିନିଷକୁ ନେଇ ବହୁ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ବିଶେଷକରି ଓଡ଼ିଶାର ଅନେକ ଖାଦ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତଥ୍ୟ ଘୂରି ବୁଲୁଛି। ରସଗୋଲାକୁ ନେଇ ବହୁ ତର୍କ ବିତର୍କ ପରେ ଶେଷରେ ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ ହୋଇଛି। ରସଗୋଲା ପରେ ଏବେ ଛେନାପୋଡ଼ ଓ ଆରିସା ପିଠାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଖାଦ୍ୟ ଡେଲିଭରି ଆପ୍ ଜମାଟୋରେ ଛେନାପୋଡ଼ ଓ ଆରିସାକୁ ନେଇ ବିଭ୍ରାନ୍ତିକର […] The post ଛେନାପୋଡ଼, ଆରିସା ପିଠାକୁ ନେଇ ବିଭ୍ରାନ୍ତ ତଥ୍ୟ appeared first on Dharitri Odia News.
