
ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ
ନୂଆଦିଲ୍ଲୀ,୯ା୭:ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ଆକ୍ରମଣାତ୍ମକ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁମାନେ କେବେ ହିଂସ୍ର ହୋଇ ନ ପାରନ୍ତି। କିନ୍ତୁ ନିଜକୁ ହିନ୍ଦୁ ବୋଲି ଦାବି କରୁଥିବା ଭାଜପା ଓ ଆର୍ଏସ୍ଏସ୍ ଲୋକମାନେ ସବୁବେଳେ ହିଂସାରେ ଲିପ୍ତ ରହୁଥିବା ରାହୁଲ କହିଥିଲେ। ସମ୍ପ୍ରଦାୟ ଆଧାରରେ ଭାଜପା ନେତାମାନେ ଲୋକଙ୍କୁ ଭାଗଭାଗ କରୁଥିବା ସେ ଅଭିଯୋଗ କରିଥିଲେ। ରାହୁଲ ସମୁଦାୟ […] The post ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ appeared first on Dharitri Odia News.
