
କ୍ୱାର୍ଟରରେ ନାଭାରୋ, ରିବାକିନା
ଓ୍ବିମ୍ବେଲଡନ୍,୯ା୭:ସୋମବାର ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏମ୍ମା ନାଭାରୋ, ଏଲିନା ରିବାକିନା, ଏଲିନା ସ୍ବିତୋଲିନା ଓ ଜେଲେନା ଅଷ୍ଟାପେଙ୍କୋ। ସେହିପରି ପୁରୁଷ ବର୍ଗରେ ଲରେଞ୍ଜୋ ମୁସେଟ୍ଟି, ଆଲେକ୍ସ ଡି ମିନାଉର ଓ ଟେଲର ଫ୍ରିଟ୍ଜ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଲରେଞ୍ଜୋ ମୁସେଟ୍ଟି କ୍ୱାର୍ଟରରେ ପ୍ରବେଶ କରିବା ସହ ପ୍ରଥମ ଥର ଇଟାଲୀର ୩ ଜଣ ଖେଳାଳି ଏକ ଗ୍ରାଣ୍ଡସ୍ଲାମର ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ସୋମବାର ଏକ […] The post କ୍ୱାର୍ଟରରେ ନାଭାରୋ, ରିବାକିନା appeared first on Dharitri Odia News.
