
ଭାରତୀୟ ରେଳ ପକ୍ଷରୁ ବଡ଼ ଘୋଷଣା: ଯାତ୍ରୀଙ୍କ ସୁବିଧା ପାଇଁ…
ଭୁବନେଶ୍ୱର,୯ା୭(ଅନୁରାଧା ମହାରଣା):ସାଧାରଣ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳପଥ ଆସନ୍ତା ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୧୦ ହଜାର ନନ୍-ଏସି କୋଚ୍ ନିର୍ମାଣ କରିବାକୁ ଯୋଜନା କରିଛି। ଫଳରେ ନନ୍-ଏସି କୋଚ୍ ସଂଖ୍ୟାରେ ୨୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେବେ ୨୦୨୪-୨୫ରେ ମୋଟ ୨,୬୦୫ ଜେନେରାଲ କୋଚ୍, ୧,୪୭୦ ନନ୍-ଏସି ସ୍ଲିପର କୋଚ୍, ୩୨୩ ସିଟିଂ କମ୍ ଲଗେଜ୍ ର଼୍ୟାକ୍ (ଏସ୍ଏଲ୍ଆର୍) କୋଚ୍, ୩୨ ଉଚ୍ଚ କ୍ଷମତାସମ୍ପନ୍ନ ପାର୍ସଲ ଭ୍ୟାନ ଏବଂ […] The post ଭାରତୀୟ ରେଳ ପକ୍ଷରୁ ବଡ଼ ଘୋଷଣା: ଯାତ୍ରୀଙ୍କ ସୁବିଧା ପାଇଁ… appeared first on Dharitri Odia News.
