
ପ୍ରଭାତ-ଦେବାଶିଷ କଥା କଟାକଟି
କଟକ: ବିଜେଡିର ବିପର୍ଯ୍ୟୟ ପାଇଁ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ସିଧାସଳଖ ଭି. କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସମାଲୋଚନା କରିବାର ପ୍ରାୟ ସାତଦିନ ପରେ ମୁହଁ ଖୋଲିଛନ୍ତି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦେବାଶିଷ ପ୍ରଭାତଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଥିବା ବେଳେ ପ୍ରଭାତ ତାଙ୍କୁ ପାଲଟା ଜବାବ ଦେବା ଘଟଣା ପୁଣିଥରେ କଟକ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବବି ଦାସ ଓ ପାଣ୍ଡିଆନଙ୍କୁ […]
