
ଆକ୍ସନ ମୁଡ୍ରେ ବିଧାୟକ ହିଂମାଶୁ: ବଲ୍ଲେ ବଲ୍ଲେ ଢାବା ପରେ ମାଫିଆଙ୍କୁ ଟାର୍ଗେଟ୍
ଚଢ଼େଇଧରା: ଯାଜପୁରର ଧର୍ମଶାଳା ତହସିଲ ଅଞ୍ଚଳରେ ବାଲି, ମାଟି, ମୋରମ ଓ କଳାପଥର ଖୋଳି ଲୁଟ୍ତରାଜ ଚଳାଇ ଆସୁଥିଲେ ମାଫିଆ। ଲଘୁଖଣିଜ ସୈରାତଗୁଡ଼ିକରୁ ବେଆଇନ ଖନନ ଓ ପରିବହନ କରୁଥିଲେ। ଏବେ ସରକାର ପରିବର୍ତ୍ତନ ପରେ ସେମାନଙ୍କ ମନରେ ଛନକା ପଶିଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରଶାସନ ଖଣି ଓ ଲଘୁ ଖଣିଜ ନିର୍ଦ୍ଦେଶକଙ୍କୁ ପତ୍ର ଲେଖିବାପରେ ଏବେ ବିଭିନ୍ନ ସମୟ ପରେ ଚଢ଼ଉ ଜାରିରହିଛି। ଧର୍ମଶାଳା ଭବନ ଓ ବଲ୍ଲେ ବଲ୍ଲେ ଢାବା […]
