
ଉତ୍ପତ୍ତିସ୍ଥଳରୁ ଦେଶୀ ଧାନ ଗାଏବ
ଜୟପୁର: କୋରାପୁଟ ଜିଲ୍ଲା ଧାନର ଉତ୍ପତ୍ତି ସ୍ଥଳ। କିନ୍ତୁ ଧୀରେ ଧୀରେ ଏହି ଜିଲ୍ଲାରୁ ପାରମ୍ପରିକ ଦେଶୀ ବିହନ ଗାଏବ ହେବାରେ ଲାଗିଛି। ଜିଲ୍ଲାରେ ପୂର୍ବରୁ ୨ହଜାରରୁ ଊର୍ଦ୍ଧ୍ବ କିସମର ପାରଂପରିକ ଧାନ ବିହନ ରହିଥିଲା। ଦେଶୀ ବିହନ ଚାଷ କଲେ ଅଳ୍ପ ଉତ୍ପାଦନ ସହ ଅଧିକ ସମୟ ଲାଗିଥାଏ। ତେଣୁ ଧାନ ବିକ୍ରି ରୋଜଗାର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ଚାଷୀ ସମୟକ୍ରମେ ପାରମ୍ପରିକ ବିହନ ଠାରୁ ବିମୁଖ ହେବାରେ ଲାଗିଛନ୍ତି। ଅଳ୍ପ ଜମିରେ ଅଧିକ […]
