
ୟୁଜିସିର କଡ଼ା ତାଗିଦ୍, ଟଙ୍କା ଫେରସ୍ତ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୯ା୭(ଅସମାପିକା ସାହୁ):ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି। ବାରମ୍ବାର ତାଗିଦ୍ ସତ୍ତ୍ୱେ ଫି’ ଫେରସ୍ତ ନିୟମ (ଫି ରିଫଣ୍ଡ୍ ପଲିସି)କୁ ପାଳନ କରୁ ନ ଥିବାରୁ ୟୁଜିସି ଉଦ୍ବେଗ ପ୍ରକାଶ କରିଛି। ତେଣୁ ଏଥର ନିୟମ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ସୋମବାର ପୁଣି ଚେତାଇ ଦେଇଛନ୍ତି। କୌଣସି […] The post ୟୁଜିସିର କଡ଼ା ତାଗିଦ୍, ଟଙ୍କା ଫେରସ୍ତ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
