
ଗଗନ ନାରଙ୍ଗ ଚିଫ୍ ଡି’ ମିଶନ
ନୂଆଦିଲ୍ଲୀ, ୯ା୭ : ମେରୀ କମ୍ଙ୍କ ସ୍ଥାନରେ ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଶୁଟର ଗଗନ ନାରଙ୍ଗଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍ ଡି’ ମିଶନ ଭାବେ ମନୋନୀତ କରାଯାଇଛି। ଜୁଲାଇ ୨୬ରେ ଉଦ୍ଘାଟନୀ ଉତ୍ସବରେ ଦେଶର ଅଗ୍ରଣୀ ବ୍ୟାଡ୍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ମହିଳା ପତାକା ବାହକ ଦାୟିତ୍ୱ ତୁଲାଇବେ। ମେରୀ କମ୍ଙ୍କ ଇସ୍ତଫା ପରେ ଡେପୁଟି ଚିଫ ଡି’ ମିଶନ ଥିବା ୪୧ ବର୍ଷୀୟ ନାରଙ୍ଗଙ୍କ ପଦୋନ୍ନତି ସ୍ବାଭାବିକ ବୋଲି […] The post ଗଗନ ନାରଙ୍ଗ ଚିଫ୍ ଡି’ ମିଶନ appeared first on Dharitri Odia News.
