
ଭାରତ-ମ୍ୟାନ୍ମାର ମ୍ୟାଚ ଆଜି
ନୂଆଦିଲ୍ଲୀ, ୯ା୭: ୟାଙ୍ଗୁନ (ମ୍ୟାନମାର) ସ୍ଥିତ ଥୁଉନା ଷ୍ଟାଡିୟମରେ ଭାରତ ନିଜଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପଡ଼ୋଶୀ ମ୍ୟାନମାର ମହିଳା ଫୁଟ୍ବଲ ଦଳ ସହ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ୬୭ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ପୂର୍ବରୁ ମ୍ୟାନମାର ଦଳ ସହ ୫ଟି ମ୍ୟାଚ ଖେଳିଛି। ତନ୍ମଧ୍ୟରୁ ଦଳ ୪ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ଡ୍ର ରଖିବାରେ ସମର୍ଥ ହୋଇଛି। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଦୁଇ ଦଳ ଥରେ ୨୦୧୯ରେ […] The post ଭାରତ-ମ୍ୟାନ୍ମାର ମ୍ୟାଚ ଆଜି appeared first on Dharitri Odia News.
