
ପ୍ୟାରିସ୍ ଅଭିମୁଖେ ଭାରତୀୟ ହକି ଦଳ
ବେଙ୍ଗାଲୁରୁ, ୯।୭: ପ୍ୟାରିସ ଅଲିମ୍ପିକ୍ସ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାପାଇଁ ଭାରତୀୟ ପୁରୁଷ ହକି ଦଳ ସୋମବାର ପ୍ୟାରିସ ଅଭିମୁଖେ ଯାତ୍ରା କରିଛି। ଏହି ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ସୁଇଜରଲାଣ୍ଡ ଯାଇ ମୋଟିଭେଶନାଲ ସ୍ପିକର ମାଇକ୍ ହନର୍ସଙ୍କସହ ୩ ଦିନ ମାନସିକ ଦୃଢ଼ତା ଉପରେ କାର୍ଯ୍ୟ କରିବ। ଏହାପରେ ନେଦରଲାଣ୍ଡ୍ସ ଯାଇ ପ୍ରାକ୍ଟିସ ମ୍ୟାଚ ଗୁଡ଼ିକ ଖେଳିବ। ସେଠାରେ ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ସାରିବାପରେ ଭାରତୀୟ ଦଳ […] The post ପ୍ୟାରିସ୍ ଅଭିମୁଖେ ଭାରତୀୟ ହକି ଦଳ appeared first on Dharitri Odia News.
