
ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ
ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍ରୁ ୧୦୦ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍ରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ମେଣ୍ଟର ଯୁବରାଜ ଏହାକୁ ଭଲ ଆରମ୍ଭ ବୋଲି କହିଥିଲେ। ତେବେ ରବିବାରର ଇନିଂସ […] The post ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ appeared first on Dharitri Odia News.
