
ସର୍ବଭାରତୀୟ ସ୍କେଟିଙ୍ଗ୍ରେ ଓଡ଼ିଆ ଝିଅଙ୍କ କୃତିତ୍ୱ
କଟକ: ଭାରତୀୟ ରୋଲର ସ୍କେଟିଙ୍ଗ ମହାସଂଘ ପକ୍ଷରୁ ଗ୍ରେଟର ନୋଇଡାରେ ଅନୁଷ୍ଠିତ ୨ୟ ଓପନ ଜାତୀୟ ରାଙ୍କିଙ୍ଗ ରୋଲର ସ୍କେଟିଙ୍ଗ ଚମ୍ପିଆନ୍ସିପ୍ରେ ଓଡ଼ିଆ ଝିଅ ବିଭାଂଶୀ ପାଣିଗ୍ରାହୀ ରୌପ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ବିଭାଂଶୀ ୨ୟ ସ୍ଥାନ ଅଧିକାର କରି ପଦକ ହାସଲ କରିଛନ୍ତି। ବିଭାଂଶୀ ସିଡିଏ ସେକ୍ଟର-୬ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ୫ମ ଶ୍ରେଣୀ ଛାତ୍ରୀ। ଜୁନ ୨୮ ରୁ ୩୦ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ବିଭାଂଶୀ ଜିଲା […]
