
ଭକ୍ତି ଏମିତି… ପାର୍ଶ୍ବ ଦେବଦେବୀଙ୍କ ମୂର୍ତ୍ତି ଉପରେ ଠିଆ ହୋଇଗଲେ
ପୁରୀ: ରଥଯାତ୍ରା ଭକ୍ତଙ୍କର। ଭକ୍ତ ଓ ଭଗବାନଙ୍କ ମହାମିଳନର ପର୍ବ। କିନ୍ତୁ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତର ସୃଷ୍ଟି କରିଛନ୍ତି ସେବାୟତ। ମହାପ୍ରଭୁଙ୍କ ଆଗରେ ଠିଆ ହୋଇ ରହିବାରୁ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ସେବାୟତ ଆଗରେ ଛିଡ଼ା ହୋଇ ରହିବାରୁ କେଉଁ ଗଳିରୁ ଟିକେ ଶ୍ରୀମୁଖ ଦର୍ଶନ କରି ଫେରିଛନ୍ତି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷର କାରଣ ହୋଇଛି। ବ୍ୟବସ୍ଥାବଳୀ ହେଉଥିଲେ ବି ଏହା କେବଳ ବ୍ୟବସ୍ଥାବଳୀ ପୁସ୍ତିକାରେ ସୀମିତ ରହୁଥିବାରୁ […]
