
ଶୁଖିଲା ପଡ଼ିଛି ରେଙ୍ଗାଳି ଜଳଭଣ୍ଡାର: ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା
ଅନୁଗୁଳ: ମୌସୁମୀ ଛୁଇଁବାକୁ ଏ ଭିତରେ ଦୁଇ ସପ୍ତାହ ହେଲାଣି। ହେଲେ ଭଲ ବର୍ଷା ନାହିଁ। ତେଣୁ ଅନୁଗୁଳ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଶୁଖିଲା ପଡ଼ିଛି। ରେଙ୍ଗାଳି ଜଳଭଣ୍ଡାରରେ ମାତ୍ର ୧୧୦.୬୨ ମିଟର ପାଣି ରହିଛି। ଆଉ ୧ ମିଟର ପାଣି ଶୁଖିଗଲେ ଏଠାରୁ ବିଜୁଳି ଉତ୍ପାଦନ ବି ବନ୍ଦ ହୋଇଯିବ। ଏପଟେ ଡେରେଜାଙ୍ଗ ଓ ମାନଯୋର ଜଳଭଣ୍ଡାର ମଧ୍ୟ ଖାଲି ପଡ଼ିଛି। ଚଳିତବର୍ଷ ଅନୁଗୁଳରେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ଏପ୍ରିଲ ଓ ମେ’ ମାସରେ […]
