
ଚାଷୀଙ୍କୁ ହୀରାକୁଦ ଓ ବର୍ଷା ଭରସା: ଏମ୍ଆଇପି ସ୍ଥିତି ନେଇ ଉଠୁଛି ପ୍ରଶ୍ନ, କାମକୁ ଆସୁନି ମେଗା ଲିଫ୍ଟ
ବରଗଡ଼: ବରଗଡ଼ ଜିଲ୍ଲାରେ ରହିଛି ଅନେକ ଜଳସେଚନ ପ୍ରକଳ୍ପ। ସରକାରୀ ରିପୋର୍ଟରେ ଜିଲ୍ଲାରେ ଜଳସେଚିତ ଜମିର ପରିମାଣରେ ଯଥେଷ୍ଟ ଅଧିକ। ଲକ୍ଷ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିବା ତଥ୍ୟ କହୁଛି। ଏପରିକି ଏଥର ଖରିଫରେ ଧାନଚାଷ କରିବାକୁ ଯାହା ଲକ୍ଷ୍ୟ ରହିଛି, ତାହାଠୁ ଢେର ଅଧିକ ଜଳସେଚନ ସୁବିଧା ଥିବା ଦର୍ଶାଯାଇଛି। ତେବେ, ବାସ୍ତବ ସ୍ଥିତି ଓଲଟା ଥିବା ଅଭିଯୋଗ କରୁଛି ଚାଷୀ ସଂଗଠନ। ସରକାରୀ ତଥ୍ୟରେ ତାଳମେଳ ରହୁନି ଏବଂ ଅନେକ […]
