
ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ
ସୋର: ଦାଣ୍ଡ ହରିପୁର ଗେଟ ନିକଟରେ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ରାକେଶ କୁମାର ପାଢୀ (୩୫) ଓ ତାଙ୍କ ମାଉସୀ ପୁଅ ଏକ ବାଇକ ଯୋଗେ ଆସୁଥିବା ବେଳେ ଏହି ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ। ହଠାତ ପଛରେ ବସିଥିବା ରାକେଶଙ୍କ ଭାଇ ଟ୍ରେନ ସମ୍ମୁଖକୁ ଆତ୍ମହତ୍ୟା ପାଇଁ ଦୌଡ଼ିଥିବା ବେଳେ ରାକେଶ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଏହି ସମୟରେ ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା […]
